ଦେଶରେ କରୋନା ମୃତ୍ୟୁ ୫୦ ହଜାର ପାର୍‌: ୨୪ ଘଣ୍ଟାରେ ୫୭,୯୮୧ ନୂଆ ସଂକ୍ରମିତ

୩ କୋଟି ଟପିଲା କରୋନା ପରୀକ୍ଷା ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀଜନିତ ମୃତ୍ୟୁସଂଖ୍ୟା ଆଜି ୫୦ ହଜାର ଅତିକ୍ରମ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ୯୪୧ ଜଣ କରୋନାରେ ପ୍ରାଣ ହରାଇବା ପରେ ତଦଜନିତ ମୃତ୍ୟୁସଂଖ୍ୟା ୫୦୯୨୧ରେ ପହଞ୍ଚିଛି। ତେବେ ଗତ କିଛିଦିନ ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦ ହଜାରରୁ ଅଧିକ ରହୁଥିବାବେଳେ ଆଜି ତାହା ଅପେକ୍ଷାକୃତ ଭାବେ କମ୍ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ … Continue reading ଦେଶରେ କରୋନା ମୃତ୍ୟୁ ୫୦ ହଜାର ପାର୍‌: ୨୪ ଘଣ୍ଟାରେ ୫୭,୯୮୧ ନୂଆ ସଂକ୍ରମିତ